ଓଡ଼ିଶାରେ କୃଷି ଋଣ ଛାଡ଼ ପ୍ରସଙ୍ଗ , ପ୍ରତିକ୍ରିୟା ରଖିଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ବର(କେନ୍ୟୁଜ୍) : ଓଡ଼ିଶାରେ କୃଷି ଋଣ ଛାଡ଼ ପ୍ରସଙ୍ଗରେ ଜୋର ଧରିଲା ରାଜନୀତି । ପରସ୍ପର ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି ବିଜେଡି ଓ ବିଜେପି । ଏପ୍ରସଙ୍ଗରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, କୃଷକଙ୍କ ସଂପର୍କରେ ଆଲୋଚନା କରିବା ପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ଥର ବୈଠକ ବସି ଆଲୋଚନା ହୋଇଛି । ବୈଠକରେ କିଛିଟା ନିର‌୍ୟାସ ବାହାରିଛି । କୃଷକଙ୍କ ପାଇଁ ଯାହା କିଛି ସମ୍ଭବ ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.