ବଢ଼ିଲା ଚାଷୀଙ୍କ ପଞ୍ଜୀକରଣ ସମୟ ସୀମା, ଆସନ୍ତା ୧୭ ତାରିଖ ଯାଏ କରାଯାଇଛି ବୃଦ୍ଧି

ଭୁବନେଶ୍ବର(କେନ୍ୟୁଜ୍) : ବଢ଼ିଲା ଚାଷୀଙ୍କ ପଞ୍ଜୀକରଣ ସମୟ ସୀମା । ସପ୍ତାହେ ପାଇଁ ପଞ୍ଜୀକରଣ ସମୟ ସୀମାକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧି ବଢ଼ିଛି । ଆଜି ପଞ୍ଜୀକରଣ ସମୟ ସୀମା ସରୁଥିବା ବେଳେ ଆସନ୍ତା ୧୭ ତାରିଖ ଯାଏ ବୃଦ୍ଧି କରାଯାଇଛି । ଏବେ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.