ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଦିନକରେ ଆଦାୟ ହେଲା ୨୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଭୁବନେଶ୍ବର(କେନ୍ଯୁଜ):  ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଦିନକରେ ଆଦାୟ ହୋଇଛି ୨୩ ଲକ୍ଷ ୨ ହଜାର ୩୫୦ ଟଙ୍କା ଫାଇନ୍‌ । ଗତ ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୧୪ ଜଣ । ସେହିପରି ୨ଟି ମାମଲା ରୁଜୁ ହେବା ସହ ୭୦୯ ଟି ଗାଡି ଜବତ ହୋଇଛି । ଏନେଇ ସୂଚନା ଦେଇଛି ଓଡିଶା ପୋଲିସ୍‌ ।

ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ରାଜ୍ୟରେ କଟକଣାକୁ ଆହୁରି କୋହଳ କରାଯାଇଛି। ତେବେ କିଛି ବ୍ୟକ୍ତି କଟକଣା ମାନୁନଥିବାରୁ ଓଡ଼ିଶା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.