ଡିଜିପି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ଦେଲେ ରାଜ୍ୟ ସରକାର
ଡିଜିପି ସୁନୀଲ ବଂଶଲଙ୍କୁ ଅବସର ଅନୁମତି । ଅବସର ଅନୁମତି ଦେଲେ ରାଜ୍ୟ ସରକାର ।
ଡିଜିପି ସୁନୀଲ ବଂଶଲଙ୍କୁ ଅବସର ଅନୁମତି । ଅବସର ଅନୁମତି ଦେଲେ ରାଜ୍ୟ ସରକାର । ୧୯୮୭ ବ୍ୟାଚ IPS ଅଫିସର ସୁନୀଲ ବଂଶଲ। ଗୃହ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତିପ୍ରକାଶ ପାଇଛି । ଡିସେମ୍ବର ୩୧ରେ ସରୁଛି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ।