ଭୁବନେଶ୍ୱର (କେନ୍ୟୁଜ୍) : ମ୍ୟୁକୋରମାୟକୋସିସ୍ ବା ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷିତ । ଏହାକୁ ମହାମାରୀ ଘୋଷଣା କରିଛନ୍ତି ଓଡ଼ିଶା ସରକାର । ମହାମାରୀ ଆକ୍ଟ ୧୮୯୭ ଅନୁଯାୟୀ ଘୋଷଣା କଲେ ରାଜ୍ୟ ସରକାର । ଏହାପୂର୍ବରୁ ଏପିଡେମିକ ଡିଜିକ୍ ଆକ୍ଟ ୧୮୯୭ ଆଧାରରେ ନୋଟିଫିଏବଲ ଡିଜିଜ୍ ଘୋଷଣା କରିବାକୁ ସବୁ ରାଜ୍ୟକୁ ଚିଠି ଲେଖିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ। ଏହାର ଅର୍ଥ ବ୍ଲାକ ଫଙ୍ଗସ ଚିହ୍ନଟ ହେଲେ ସବୁ କେସ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜଣାଇବାକୁ ପଡିବ। ଦେଶର ଅନେକ ସ୍ଥାନରେ କୋଭିଡ୍ ପରବର୍ତ୍ତୀ ଚିକିତ୍ସା ପରେ ବ୍ଲାକ ଫଙ୍ଗସ ସଂକ୍ରମିତ ସଂଖ୍ୟା ବଢୁଥିବା ନଜରକୁ ଆସିଛି। ରାଜସ୍ଥାନ ଓ ତେଲେଙ୍ଗାନା ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରି ସାରିଛନ୍ତି ।
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…