ରାଜ୍ୟ ବ୍ୟାପୀ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ଓଡ୍ରାଫ୍ ଟିମ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ବ୍ୟାପୀ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ଓଡ୍ରାଫ୍ ଟିମ୍, ରାଜ୍ୟର ଯେଉଁ ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗିଛି ସେହି ନିଆଁ ଲାଗିଥିବା ସ୍ଥାନକୁ ଯିବେ ଓଡ୍ରାଫ ଟିମ୍ । ରାଜ୍ୟ ସରକାର ଓଡ୍ରାଫ ଟିମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର ଗଠନ କରିଥିବା ଟାସ୍କଫୋର୍ସର ମୁଖ୍ୟ ସନ୍ଦୀପ ତ୍ରିପାଠୀ।

ନିଆଁ ଲାଗିବାର କାରଣ ଏବଂ ଆୟତ୍ତ କରିବା ପାଇଁ ସରକାର ଗଠନ କରିଛନ୍ତି ଟାକ୍ସ ଫୋର୍ସ । ଏହି ଟାସ୍କ ଫୋର୍ସ ପ୍ରଚଳିତ ଫାୟାର ମ୍ୟାନେଜମେଣ୍ଟ ପ୍ରୋଟକଲର ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯିବ ତାହା ଉପରେ ସରକାରଙ୍କୁ ସୁପାରିସ କରିବ। ଅଗ୍ନିକାଣ୍ଡ ପରିଚାଳନା ଓ ନିରାକରଣରେ ଗୋଷ୍ଠୀଗତ ଭାଗୀଦାରିତାକୁ କିପରି ବ୍ୟାପକ କରାଯିବ ସେନେଇ ସୁପାରିସ କରିବ ଟାସ୍କଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.