କଟକ: ପୁଣି ନକଲି ତେଲ କାରଖାନା ଠାବ। ଜଗତପୁରରେ ନକଲି ସୋରିଷ ତେଲ ଓ ରିଫାଇନ ତେଲ କାରଖାନା ଠାବ କରିଛି କମିଶନରେଟ ପୋଲିସ। ବ୍ରାଣ୍ଡେଡ କମ୍ପାନୀର ଲେବଲ ଦେଇ ପ୍ରସ୍ତୁତ ହେଉଥିଲା ତେଲ। ଏହାପରେ ଏହାକୁ ବଜାରକୁ ଛଡାଯାଉଥିଲା। ବିପୁଳ ପରିମାଣର ନକଲି ତେଲ ଜବତ କରିବା ସହ ଏକାଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।
Prev Post
Next Post