STF କବ୍‌ଜାରେ ଜଣେ ବଜ୍ରକାପ୍ତା କାତି ଚୋରା ଚାଲାଣକାରୀ, ୬କେଜି ୯୦୦ ଗ୍ରାମ୍‌ କାତି ଜବତ

ଭୁବନେଶ୍ବର(କେନ୍ୟୁଜ୍): STF କବ୍‌ଜାରେ ବଜ୍ରକାପ୍ତା କାତି ଚୋରା ଚାଲାଣକାରୀ। ୬କେଜି ୯୦୦ ଗ୍ରାମ୍‌ କାତି ଜବତ। ଚୋରାଚାଲାଣକାରୀ ପ୍ରଫୁଲ୍ଲ ମଲ୍ଲିକକୁ ବାନ୍ଧିଲା ଏସ୍‌ଟିଏଫ୍‌। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ ବିଭାଗ ସହାୟତାରେ ବାନ୍ଧିଲା ଏସ୍‌ଟିଏଫ୍‌। ଗଞ୍ଜାମ ଜିଲ୍ଲା ରାମଗୁଡ଼ା ଗାଁରୁ ନାକମୁଣ୍ଡିଆ ରାସ୍ତା କଡରେ ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.