ବାଲେଶ୍ୱର ଚାନ୍ଦିପୁର ଆଇଟିଆର ସମୁଦ୍ର ସୀମା ନୋ ଏଣ୍ଟ୍ରି ଜୋନରେ ଗୁଳିମାଡ଼: ଜଣେ ମତ୍ସ୍ୟଜୀବୀ ମୃତ, ଅନ୍ୟ ଜଣେ ଗୁରୁତର

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଆଇଟିଆର ସମୁଦ୍ରସୀମା ନୋ ଏଣ୍ଟ୍ରି ଜୋନରେ ଗୁଳିମାଡ଼। ଜଣେ ମତ୍ସ୍ୟଜୀବୀ ମୃତ, ଅନ୍ୟ ଜଣେ ଗୁରୁତର। ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଇଟିଆର ସମୁଦ୍ର ସୀମା ଅଞ୍ଚଳର ନୋ ଏଣ୍ଟ୍ରି ଜୋନରେ ଅନୁପ୍ରବେଶ ବେଳେ ଗୁଳି ବାଜିଥିବା କୁହାଯାଉଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ।

Leave A Reply

Your email address will not be published.