ନୟାଗଡ: ବାହାଘର ଭୋଜି ଖାଇ ୨୦ରୁ ଅଧିକ ଅସୁସ୍ଥ, ଜଣଙ୍କ ମୃତ୍ୟୁ

ନୟାଗଡ: ଭୋଜି ଖାଇ ଗଲା ଜୀବନ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ନୟାଗଡ ଓଡ଼ଗାଁ ବ୍ଳକ କୁରୁମ ବାଙ୍କତାରା ଗାଁରେ ବାହାଘର ଭୋଜି ଖାଇ ହଠାତ୍‌ ସମସ୍ତେ ଅସୁସ୍ଥ ହୋଇପଡିଥିଲେ ।

ସମସ୍ତଙ୍କୁ ଓଡ଼ଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମାଟିଆଣି ବାରିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଅସୁସ୍ଥ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.