ଶୌଚ ହେବାକୁ ଯାଇଥିବାବେଳେ ଦଳି ଦେଲା ଦନ୍ତା, ଜଣେ ମୃତ

କେନ୍ଦୁଝର (କେନ୍ୟୁଜ): ଦଳି ଦେଲା ଦନ୍ତା, ଜଣଙ୍କ ମୃତ୍ୟୁ । କେନ୍ଦୁଝର ତେଲକୋଇ ବନାଞ୍ଚଳ ଦୋବଲାପାଳ ପଂଚାୟତ ବାଂଶପାଳ ଜୁଆଙ୍ଗ ସାହିରେ ଅଘଟଣ ଘଟିଛି । ମୃତକ ହେଲେ ମୁକୁରୁ ନାଏକ । ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ଏକ ହାତୀ ହାବୁଡରେ ପଡିଥିଲେ । ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଯାଇପାରିନଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.