ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ, ୩ ଗୁରୁତର

ରାଉରକେଲା : ରାଉରକେଲାରେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ, ୩ ଗୁରୁତର । କଲୁଙ୍ଗା ରେଲୱେ ଗେଟ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରେଳ ଲାଇନ୍ ପାର ହେଉଥିବାବେଳେ ମାଡ଼ିଗଲା ଟ୍ରେନ । ୩ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।