ଝାରସୁଗୁଡା: ଅଟୋକୁ ପଛ ପଟୁ ପିଟିଲା ଟ୍ରେଲର, ଜଣେ ମୃତ ୩ଗୁରୁତର

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭଅଁରଖୋଲ ଛକ ନିକଟରେ ଦୁର୍ଘଟଣା। ଏକ ଅଟୋକୁ ପଛ ପଟୁ ପିଟିଲା ଟ୍ରେଲର। ଜଣେ ମୃତ,ତିନି ଜଣ ଗୁରୁତର।ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ୪୯ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଯାହାଫଳରେ ଶହ ଶହ ଭାରି ଯାନ ଅଟକି ରହିଛି। ଏନେଇ ପୋଲିସ ଘଟଣାସ୍ଥଳରେ ପହଚି ତଦନ୍ତ ଆରମ୍ଭ କରି ଆହତଙ୍କୁ ଚିକତ୍ସାଳୟ ପଠାଇ ଥିବା ବ୍ରଜରାଜନଗର sdpo ଦିଲୀପ ଦାସ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.