କାର ଅଟୋ ମୁହାଁ ମୁହିଁ ଧକ୍କା, ଜଣେ ମୃତ

ଅନୁଗୋଳ : କାର ଅଟୋ ମୁହାଁ ମୁହିଁ ଧକ୍କା । ଜଣେ ମୃତ । ଅନୁଗୋଳ କୁମଣ୍ଡ ଭଣ୍ଡୁବର ନିକଟରେ ଘଟିଛି ଦୁର୍ଘଟଣା । ଅଟୋରେ ବସିଥିବା ଦୁର୍ଯ୍ୟୋଧନ ସାହୁଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଅନୁଗୁଳ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।