କଟକ ପାରାଦ୍ୱୀପ ରାସ୍ତା କନ୍ଦରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

କଟକ (କେନ୍ୟୁଜ୍): କଟକ ପାରାଦ୍ୱୀପ ରାସ୍ତା କନ୍ଦରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।। ସକାଳୁ ସକାଳୁ ଏକ ମିଲ୍କ ଗାଡି ଅନ୍ୟ ଏଜ ଗାଡିକୁ ପଛ ପଟୁ ଧକ୍କା ଦେବାରୁ, ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି । କେଉଁ ଗାଡିକୁ ଏହା ଧକ୍କା ଦେଇଛି ତାହା ଜଣା ପଡିନି। ଘଟଣା ସ୍ଥଳରେ ପୋଲିସ ପହଁଚି ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.