Categories: ରାଜ୍ୟ

ସାଲେପୁର : ପାଖରେ ଅଛି ଏଟିଏମ୍ କିନ୍ତୁ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଗାଏବ

କଟକ (କେନ୍ୟୁଜ୍) : ଏଟିଏମ୍ରୁ ଟଙ୍କା ଗାଏବ । ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ସାଲେପୁର ତିଲଦା ଗାଁର ହେମଲତା ନାୟକ । ଜପକୁଦର ଷ୍ଟେଟବ୍ୟାଙ୍କରେ ଦୀର୍ଘ ବର୍ଷ ଧରି ନାତୁଣୀ ବାହାଘର ପାଇଁ ଟଙ୍କା ସଞ୍ଚୟ କରିଥିଲେ । ହେଲେ କିଛିଦିନ ତଳେ ପାସବୁକ୍ ଅପଡେଟ୍ କରିବା ବେଳେ ତାଙ୍କ ଖାତାରେ ଲକ୍ଷେ ଟଙ୍କା ଗାଏବ ଥିବା ଜାଣିବାକୁ ପାଇଥିଲେ । ଏନେଇ ବ୍ୟାଙ୍କ ମ୍ୟାନେଜର ଓ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ଜଣାଇଛନ୍ତି । ତେବେ ମୁମ୍ବାଇର ବେଲାପୁର ଓ ଦାମନ ଅଞ୍ଚଳରେ ତାଙ୍କ ଏଟିଏମ ବ୍ୟବହାର ହୋଇ ଟଙ୍କା ଉଠାଯାଇଥିବା ବ୍ୟାଙ୍କ ମ୍ୟାନେଜର କହିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।

KNews Bureau

Recent Posts

IGCAR ରେ ବମ୍ପର ଭର୍ତ୍ତି, ଦରମା ମିଳିବ ବଢିଆ

ଇନ୍ଦିରା ଗାନ୍ଧି କେନ୍ଦ୍ର ଫର ଏଟୋମିକ ରିସର୍ଚ୍ଚରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ…

15 seconds ago

ଗାଧେଇବାକୁ ଯାଇଥିବା ସମୟରେ ଭିଡିନେଲା କୁମ୍ଭୀର

ଆଳି(କେନ୍ୟୁଜ): ପୁଣି ମାତିଲା ମଣିଷଖିଆ କୁମ୍ଭୀର । କିଛି ଦିନର ନିରବତା ପରେ ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ ।…

11 mins ago

ଦମଦାର ସାଉଣ୍ଡ କ୍ୱାଲିଟି ସହ ୧୦୦୦ ଟଙ୍କାରୁ କମ୍ ଦାମରେ ମିଳିବ ଏହି ଇୟରବଡସ୍

ଆଜିକାଲି ପ୍ରତ୍ୟେକ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଇୟରବଡସ୍ ଏକ ଆବଶ୍ୟକତା ପାଲଟି ଯାଇଛି । ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କ…

28 mins ago

ଇସ୍ତଫା ଦେଲେ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ପଦରୁ ନେଲେ ବିଦାୟ

ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନିଜର ଇସ୍ତଫାପତ୍ର ରାଜ୍ୟପାଳକୁ ଦେଇଛନ୍ତି…

33 mins ago

ଟି୨୦ ବିଶ୍ୱକପରେ ପ୍ରଥମ ମ୍ୟାଚ ରଦ୍ଦ, ବର୍ଷା ଯୋଗୁଁ ସ୍କଟଲାଣ୍ଡ ଏବଂ ଇଂଲଣ୍ଡ ମ୍ୟାଚ ବାତିଲ

ଟି୨୦ ବିଶ୍ୱକପର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଛି । ବର୍ଷା ଯୋଗୁଁ ମ୍ୟାଚ ୧୦-୧୦ ଓଭର ଖେଳାଯାଇଥାନ୍ତା…

34 mins ago

ଆଜି ଏନ୍‌ଡିଏ ଓ ଇଣ୍ଡିଆର ବୈଠକ, ଗୋଟିଏ ବିମାନରେ ନୀତୀଶ-ତେଜସ୍ୱୀ; ସାମ୍ନାକୁ ଆସିଲା ଫଟୋ

ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିବା ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସରକାର ଗଠନ ପାଇଁ ଦାବି କରିଛି…

44 mins ago