ରାଜନଗର: ବାତ୍ଯା ସମୟରେ ଘର ମରାମତି କରୁଥିବା ବେଳେ ପବନ ମାଡରେ ଜଣେ ଗୁରୁତର

ରାଜନଗର(କେନ୍ଯୁଜ୍): ରାଜନଗର ମହିଁଷାସୁର ଗାଁରେ ବାତ୍ଯା ସମୟରେ ଘର ମରାମତି କରୁଥିବା ବେଳେ ପବନ ମାଡରେ ଜଣେ ଗୁରୁତର। ଆହତ ଯୁବକ ଜଣକ ହେଉଛନ୍ତି ମହିଁଷାସୁର ଗ୍ରାମର ସୁଧିର ବାରିକ। ଘଟଣାସ୍ଥଳରେ ଗୁରୁତର ବ୍ଯକ୍ତିଙ୍କୁ ରାଜନଗର ଗୋଷ୍ଟି ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।