ଭୁବନେଶ୍ୱର(କେନ୍ୟୁଜ): ରାଜଧାନୀରେ ବଢ଼ୁଛି ଅପରାଧ । ପୋଲିସ ଯେତେ କଡ଼ା ପଦକ୍ଷେପ ନେଉଛି ଅପରାଧି ସେତେ ଚାଲାକ ହୋଇଚାଲିଛନ୍ତି । ଆଜି ଭୁବନେଶ୍ୱର ଉପକଣ୍ଠ କୋଳଥିଆ ଅଂଚଳରୁ ଚୋରା ବନ୍ଧୁକ ବେପାରୀ ଗିରଫ କରିଛି ଭରତପୁର ପୋଲିସ । ତାଠୁ ଦୁଇଟି ବନ୍ଧୁକ ଓ ୧୦ଟି ଗୁଳି ଜବତ ହୋଇଛି ।
ଗିରଫ ଯୁବକ ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାର ବାବୁଜାନ ଖାଁ । ବନ୍ଧୁକ ଡିଲ୍ ପାଇଁ ଯାଉଥିବା ବେଳେ ପୋଲିସ କାବୁ କରିଥିଲା । ତାଠୁ ଦୁଇଟି ବନ୍ଧୁକ ଓ ୧୦ଟି ଗୁଳି ଜବତ ହୋଇଛି । ପୋଲସ ପଚରା ଉଚରା ଜାରି ରହିଛି ।
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…
ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍ ଏହା ଉପରେ ମୋହର ମାରିଛି । କଂଗ୍ରେସର…
ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା । ବାଚ୍ନିକ ଭୋଟରେ ନିର୍ବାଚିତ ହେଲେ ଓମ୍ ବିର୍ଲା…
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…