ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ବାଘମାରୀ ଥାନାରେ ଏତଲା

ଭୁବନେଶ୍ବର: ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ବାଘମାରୀ ଥାନାରେ ଏତଲା । ଜଗି ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ନାଁରେ ଏତଲା ହୋଇଛି । ଆଇପିସିର ଧାରା ୪୪୭, ୫୦୬, ୩୪ରେ ମାମଲା ରୁଜୁ କରିଛି ପୋଲିସ ।

ଏହା ସହ sc/st ପ୍ରିଭେନ୍‌ସନ୍‌ ଅଫ୍‌ ଆଟ୍ରୋସିଟିଜ୍‌ ଆକ୍ଟରେ ମାମଲା ରୁଜୁ ହୋଇଛି । ସାରୁଅ ଜମି ବିବାଦ ନେଇ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ।