ବହୁଚର୍ଚ୍ଚିତ କଟକ ମାହାଙ୍ଗା ଡବଲ ମର୍ଡର ଘଟଣା: ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କାବୁଆର ଦୁର୍ଘଟଣାରେ ମୃତ୍ୟୁ

ମାହାଙ୍ଗା : ବହୁଚର୍ଚ୍ଚିତ କଟକ ମାହାଙ୍ଗା ଡବଲ ମର୍ଡର ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ । ମୁଖ୍ୟ ଅଭିଯୁକ୍ତ କାବୁଆ ଓରଫ ପ୍ରଫୁଲ୍ଲ ବିଶ୍ୱାଳର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମର୍ଡର ପରଠୁ ଅଭିଯୁକ୍ତ ପ୍ରଫୁଲ ଫେରାର ଥିଲା ।

ସୂଚନା ମୁତାବକ, ଗତକାଲି ରାତିରେ ଟାଙ୍ଗୀ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଡବଲ ମର୍ଡର ଘଟଣାରେ ଏଯାଏଁ ୧୦ ଜଣଙ୍କୁ ଗିରଫ କରିସାରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.