କଟକ: ଜଗତପୁର ପୀରବଜାରରେ ଲସି ଦୋକାନକୁ ମାଡ଼ିଗଲା ଟ୍ୟାଙ୍କର, ଜଣ ମୃତ ୩ ଗୁରୁତର

କଟକ(କେନ୍ୟୁଜ୍):   କଟକ ଜଗତପୁର ପୀରବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ଯ ହରାଇ ଏକ ତେଲ ଟ୍ଯାଙ୍କର ରାସ୍ତା କଡ଼ରେ ଥିବା ଏକ ଲସି ଦୋକାନ ଭିତରକୁ ମାଡିଯାଇ ଦୁର୍ଘଟଣା ଗସ୍ତ ।  ଘଟଣା ସ୍ଥଳରୁ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ  ସ୍ଥାନାନ୍ତର କରାଯାଇଛି।

cuttack accidentଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ ଜଣଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି। ତେବେ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରିଛନ୍ତି। ଦୁର୍ଘଟଣା ଘଟାଇବା ପରେ  ଟ୍ଯାଙ୍କର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

Leave A Reply

Your email address will not be published.