ମାଲକାନଗିରିରେ ପୋଲିସ ଗୁଳିରେ ୩ ମାଓବାଦୀ ମୃତ

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାରେ ୩ ମାଓବାଦୀ ମୃତ । ଦାନ୍ତେଓ୍ଵାଡା-ସୁକମା ସୀମାରେ ପୋଲିସ ଗୁଳିରେ ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଏ ନେଇ ସୁକମା ଏସପି ଅଭିଷେକ ମୀନା ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ଜଣେ ଛାତ୍ରଙ୍କୁ ଅପହରଣ କଲେ ମାଓବାଦୀ 

kidnapସେପଟ ସୁକମା ଜିଲ୍ଳା କତାଚାରୁ ନିକଟରୁ ଜଣେ ଛାତ୍ରକୁ ମାଓବାଦୀ ଅପହରଣ କରିନେଇଛନ୍ତି । ଅପହୃତ ଛାତ୍ର ହେଲେ ପୋଡିୟମ ମୁକେଶ । ସେ କଣ୍ଟା ଆଶ୍ରମ ସ୍କୁଲର ଯୁକ୍ତ ୨ର ଛାତ୍ର । ଭେଜି ଗାଁକୁ ସମ୍ପର୍କୀୟଙ୍କ ପାଖକୁ ବୁଲି ଯାଇଥିବା ବେଳେ ଏହି ଘଟଣା ଘଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.