ଡିଲ୍‌ ବେଳେ ମାଡିବସିଲା STF: ଗୋଟିଏ ବାଘ ଛାଲ ଜବତ, ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର(କେନ୍ୟୁଜ): ଡିଲ୍‌ ବେଳେ ମାଡିବସିଲା STF। କବ୍‌ଜାରେ ବାଘ ଛାଲ ଚୋରା ଚାଲାଣକାରୀ। ବଲାଙ୍ଗିର ବନବିଭାଗ ସହାୟତାରେ ଟିକରପଡ଼ା ସଇନ୍ତଳା ଅ଼ଞ୍ଚଳରେ ବାଘ ଛାଲ ଡିଲ୍‌ ବେଳେ ମାଡିବସିଛି। ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ଗୋଟିଏ ବାଘ ଛାଲ ଜବତ କରାଯାଇଛି।

୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୨୮ଟି କଲରାପତରିଆ ବାଘ ଛାତ ଜବତ ହୋଇଛି। ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୩ଟି ବଜ୍ରକାପ୍ତା ଜବତ ହୋଇଛି। ବେଆଇନ ବନ୍ୟଜନ୍ତୁ କାରବାରରେ ୬୮ଜଣଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.