ବଢି ଚାଲିଛି ପିଆଜ ଦର, କିଲୋ ପ୍ରତି ଦର ୪୦ ଟଙ୍କାରେ ପହଞ୍ଚିଛି
କେନ୍ୟୁଜ୍: କନ୍ଦାଉଛି ପିଆଜ । ବଢି ଚାଲିଛି ପିଆଜ ଦର । ବଜାରରେ ଏବେ ପିଆଜି କିଲୋ ପ୍ରତି ଦର ୪୦ ଟଙ୍କାରେ ପହଞ୍ଚିଛି । କିଛି ଦିନ ତଳେ ପିଆଜ ଦର ୩୫ ଟଙ୍କାରେ ପହଞ୍ଚିଥିଲା । ଏହା ପରେ ପୁଣି ଦର ହ୍ରାସ ପାଇଥିଲା । ଏବେ ପୁଣି ପିଆଜି ଦର ବଢି ୪୦ ଟଙ୍କାରେ ପହଞ୍ଚିଛି । ମହାରାଷ୍ଟ୍ରରେ ଲଗାଣ ବର୍ଷା ସାଙ୍ଗକୁ ଦେଶରେ ନୂଆ ମୋଟର ଯାନ ଆଇନ ପାଇଁ ଖାଉଟିଙ୍କ ଉପରେ ପିଆଜ ଦର ବୃଦ୍ଧି ବୋଝ ପଡୁଥିବା ବ୍ୟବସାୟୀ କହିଛନ୍ତି ।