କନ୍ଦାଉଛି ପିଆଜ, ଦର ବୃଦ୍ଧି ଏବେ ଚଡ଼କ ପକାଇଛି ବ୍ୟବସାୟୀ ଓ ଗ୍ରାହକଙ୍କ ମୁଣ୍ଡରେ

ଭୁବନେଶ୍ବର(କେନ୍ୟୁଜ୍): ପିଆଜ ଦରକୁ ନେଇ ଏବେ ଗ୍ରାହକଙ୍କ ଆଖିରେ ଲୁହ। ପିଆଜ କିଲୋ ୫୦ ଟଙ୍କା ଟପିଛି। କେଉଁଠି କେଉଁଠି ପିଆଜ କିଲୋ ଦର ୫୫ ଟଙ୍କା ମଧ୍ୟ ହୋଇଛି। ଏଭଳି ସ୍ଥିତିକୁ ନେଇ ବ୍ୟବସାୟୀ ମଧ୍ୟ ଚିନ୍ତାରେ । ରାଜ୍ୟକୁ ନାସିକରୁ ପିଆଜ ଆମଦାନୀ ହେଉଛି। ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ଏବେ ବନ୍ୟା ସ୍ଥିତି ପାଇଁ ନାସିକରୁ ପିଆଜ ଆମଦାନୀ ହ୍ରାସ ମଧ୍ୟ ପାଇଛି। ଏଭଳି ସ୍ଥିତି ଏବେ ବ୍ୟବସାୟୀ ଓ ଗ୍ରାହକ ଚିନ୍ତାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.