ଜଙ୍ଗଲରୁ ବାଟବଣା ହୋଇ ଜନବସତି ମୁହାଁ ବଜ୍ରକାପ୍ତା, ଉଦ୍ଧାର କଲା ଜଗନ୍ନାଥପ୍ରସାଦ ବନବିଭାଗ

ଭଞ୍ଜନଗର(କେନ୍ଯୁଜ୍): ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ବନ୍ତା ଗାଁ ନିକଟ ନୂଆସାହିରୁ ବଜ୍ରକାପ୍ତା ଉଦ୍ଧାର । ଜଙ୍ଗଲରୁ ବାଟବଣା ହୋଇ ଜନବସତି ମୁହାଁ ହେଉଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବନବିଭାଗ।

ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ପରେ ଚିକିତ୍ସା କରାଯାଇଥିଲା । ଏହା ପରେ ତାକୁ ପୁଣି ଜଙ୍ଗଲରେ ଭିତରକୁ ଛାଡି ଦିଆଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.