ଫନିରେ ଉଜୁଡିଛି ରାଜଧାନୀର ବିଭିନ୍ନ ପାର୍କର ସୌନ୍ଦର୍ଯ୍ୟକରଣ

ସାମୁଦ୍ରିକ ଝଡ ଫନିରେ ପ୍ରଭାବିତ ହୋଇଛି ରାଜଧାନୀର ବିଭିନ୍ନ ପାର୍କ । ପାର୍କର ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଭିନ୍ନ କିସମର ଗଛ ଲଗାଯାଇଥିଲା । ଲୋକମାନେ ନିଜ ପରିବାର ସହିତ ଛୁଟି ଦିନରେ ପାର୍କକୁ ବୁଲିବାକୁ ଆସୁଥିଲେ । ପିଲାମାନେ ସକାଳେ ଓ ସଂଧ୍ୟାବେଳେ ପାର୍କକୁ ଖେଳିବାକୁ ଆସୁଥିବା ବେଳେ ବୟସ୍କ ଓ ଯୁବଗୋଷ୍ଠି ପ୍ରାତଃଭ୍ରମଣରେ ଆସୁଥିଲେ । କିନ୍ତୁ ଫନି ପ୍ରଭାବରେ ରାଜଧାନୀର ପାର୍କରେ ଲାଗିଥିବା ଗଛସବୁ ଭାଙ୍ଗିପଡିଛି । ପାର୍କର ସୌନ୍ଦର‌୍ୟ୍ୟ ନଷ୍ଟ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.