ଭାରସାମ୍ୟ ହରାଇ ଘାଟିକୁ ଖସିଲା ଯାତ୍ରୀବାହୀ ବସ୍‌: ୬ ଗୁରୁତର, ୨୦ ଆହତ

ଗଜପତି(କେନ୍ଯୁଜ୍): ଭାରସାମ୍ୟ ହରାଇ ଘାଟିକୁ ଖସିଲା ଯାତ୍ରୀବାହୀ ବସ୍‌ । ୬ ଗୁରୁତର, ୨୦ ଆହତ । ଗଜପତି ଜିଲ୍ଲା ରାୟଗଡ ଥାନା ରାସିବାଡି ଘାଟିରେ ଦୁର୍ଘଟଣା । ଭୁବନେଶ୍ୱରରରୁ ପାରଳାଖେମୁଣ୍ଡି ଯାଉଥିଲା ଇସ୍ପାତ୍‌ ନାମକ ଯାତ୍ରୀବାହି ବସ୍‌ ।

ବସ୍‌ରେ ମୋଟ ୪୦ ଜଣ ଯାତ୍ରୀ ଥିଲେ । ଖବର ପାଇ ସମସ୍ତଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.