ତୀବ୍ର ପବନରେ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ବାନା

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ବାନା। ତୀବ୍ର ପବନରେ ବାନା ଉଡ଼ିଯାଇଛି। ସୁରକ୍ଷା ଦୃଷ୍ଟିରୁ ନୀଳଚକ୍ରରେ ୫ହାତର ବାନା ଲଗାଯାଇଥିଲା। ମେ ୫ ତାରିଖ ଯାଏ ନୀଳଚକ୍ରରେ ୫ହାତିଆ ଧ୍ୱଜା ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ସହ ପୁରୀରେ ପ୍ରାକ୍‌ ଫନି ବର୍ଷା ଆରମ୍ଭ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.