ବରଗଡ଼: ଭିଜିଲାନ୍ସ ଜାଲରେ ପିଇଓ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍‌

ବରଗଡ଼: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌। ବରଗଡ଼ ଜିଲ୍ଲା ଭଟଲି ବ୍ଲକ କେସେଇପାଲି ପଞ୍ଚାୟତ ଓ କେଲେଣ୍ଡାପାଲି ଗ୍ରାମ ପଞ୍ଚାୟତର ପିଇଓ ଉମେଶ ସେଠୀଙ୍କ ବାସଭବନ ଓ ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ।

ଏକକାଳୀନ ୪ଟି ସ୍ଥାନରେ ରେଡ୍‌ ଚାଲିଛି। ଚଢାଉ ବେଳେ ୧୮ଟି ପ୍ଲଟ ଏବଂ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଭିଜିଲାନ୍‌ସ DSP ସୂଚନା ଦେଇଛନ୍ତି। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି।

Leave A Reply

Your email address will not be published.