ଓଡିଶାବାସୀ ଜାଣିଛନ୍ତି ରାଜ୍ୟରେ ବିଜେପିର ସ୍ଥିତି କିଛି ନାହିଁ : କାର୍ତ୍ତିକ ପାଣ୍ଡିଆନ୍

ଚଳିତ ନିର୍ବାଚନରେ ବିଜେଡି ସ୍ଵିପ କରିବ। ୯୦-୯୫ ଷ୍ଟ୍ରାଇକ ରେଟ ହେବ ବୋଲି କହିଛନ୍ତି ବିଜେଡି ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ ।

ଭୁବନେଶ୍ୱର : ଓଡିଶାବାସୀ ଜାଣିଛନ୍ତି ରାଜ୍ୟରେ ବିଜେପିର ସ୍ଥିତି କିଛି ନାହିଁ । ବିଜେଡି ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶୀର୍ବାଦରେ ବହୁମତ ପାଇ ସାରିଛି । ଚଳିତ ନିର୍ବାଚନରେ ବିଜେଡି ସ୍ଵିପ କରିବ। ୯୦-୯୫ ଷ୍ଟ୍ରାଇକ ରେଟ ହେବ ବୋଲି କହିଛନ୍ତି ବିଜେଡି ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ ।

ଓଡ଼ିଶାକୁ ବହୁ ନେତା ଆସୁଛନ୍ତି, ଏହା ଭଲ କଥା । ସେମାନେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏହାର ଜବାବ ଓଡ଼ିଶାବାସୀ ଦେବେ । ମୋତେ ଗାଳି କି ଆକ୍ରମଣ କଲେ କିଛି ପ୍ରଭାବ ପଡ଼ିବ ନାହିଁ । ମୁଁ ବହୁ ଖୁସି ଅଛି ବୋଲି ପାଣ୍ଡିଆନ୍ କହିଛନ୍ତି ।

Leave A Reply

Your email address will not be published.