ସାରଥୀଙ୍କ ପୂଜାକୁ ବିରୋଧ, ଅଧାରୁ ବନ୍ଦ ହେଲା ପୂଜା

ପଟ୍ଟାମୁଣ୍ଡାଇ : ସାରଥୀଙ୍କ ପୂଜାକୁ ବିରୋଧ। ଅଧାରୁ ବନ୍ଦ ହେଲା ସାରଥୀ ବାବାଙ୍କ ପୂଜା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ୩ ନମ୍ବର ୱାର୍ଡର ତ୍ରିଲୋଚନ ପାତ୍ରଙ୍କ ଘରେ ସାରଥୀ ବାବାଙ୍କ ପୂଜା ଚାଲିଥିବା ସମୟରେ ତନୁପୁର ଗାଁର ଲୋକେ ବିରୋଧ କରିଥିଲେ । ଅଧାରୁ ସାରଥୀ ବାବାଙ୍କ ପୂଜା ବନ୍ଦ ହୋଇଥିଲା।