ରାଜ୍ୟ

ସାମ୍ନାକୁ ଆସିଲା ଭୁବନେଶ୍ୱର ରାଜଭବନ ପେଟ୍ରୋଲ ପମ୍ପ ବ୍ଳାଷ୍ଟର ସତ: LPG ରିଫିଲିଂ ବେଳେ ହୋଇଥିଲା ବିସ୍ଫୋରଣ

ଭୁବନେଶ୍ୱର: ସାମ୍ନାକୁ ଆସିଲା ଭୁବନେଶ୍ୱର ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ସତ। ଫିଲିଂ ଷ୍ଟେସନରେ LPG ରିଫିଲିଂ ବେଳେ ହୋଇଥିଲା ବିସ୍ଫୋରଣ। ବିସ୍ଫୋରଣ ବେଳେ ସାଢେ ୪ଟନ୍‌ LPG ଥିଲା। ୧୦ହଜାର ଲିଟର ପାଣି ଥିଲା। ପ୍ରଥମେ ହାଇଡ୍ରୋଜେନ୍‌ ଗ୍ୟାସ ଭର୍ତ୍ତି ହୋଇଥିଲା। ତାପରେ ନାଇଟ୍ରୋଜେନ୍‌ ଗ୍ୟାସ ଫିଲିଂ ସଫଳ ଭାବେ ହୋଇଥିଲା।

କିନ୍ତୁ ଯେତେବେଳେ LPG ରି ଫିଲଂ ହେଲା ସେତେବେଳେ ଲିକ୍‌ ହୋଇଥିଲା। ଏହି ଲିକ୍‌ରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ବଡ ଧରଣର ବିସ୍ଫୋରଣ ହୋଇଥିବା କହିଛନ୍ତି ଡିପାର୍ଟମେଣ୍ଟ ଅଫ୍‌ EXPLOSIVE ଡେପୁଟି ଚିଫ୍‌ କଣ୍ଟ୍ରୋଲର ରୁଆବ ଅଲି। ବିସ୍ଫୋରଣ ପରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତକଙ୍କ ବାବଦରେ ମଧ୍ୟ ତଦନ୍ତ କରାଯାଉଛି। ଆହତ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ।

Sonalisa

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

40 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

55 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago