୨୦୨୧ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା, ମିଳିତ ଭାବେ ତିନି ଜଣ ପାଇବେ ନୋବେଲ
କେନ୍ୟୁଜ୍(ବ୍ୟୁରୋ):୨୦୨୧ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା। ତିନିଜଣ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ। ଆମେରିକାର ପଦାର୍ଥ ବିଜ୍ଞାନୀ ସ୍ୟୁକୋରୋ ମାନାବେ, ଜର୍ମାନୀ ଲାଉସ ହାସେଲମାନ୍ ଓ ଇଟାଲିର ଜର୍ଜୋ ପାରିସଙ୍କୁ ମିଳିବ ନୋବେଲ ।
BREAKING NEWS:
The Royal Swedish Academy of Sciences has decided to award the 2021 #NobelPrize in Physics to Syukuro Manabe, Klaus Hasselmann and Giorgio Parisi “for groundbreaking contributions to our understanding of complex physical systems.” pic.twitter.com/At6ZeLmwa5— The Nobel Prize (@NobelPrize) October 5, 2021
ଜଳବାୟୁର ଭୌତିକ ମଡେଲିଂ ଓ ବିଶ୍ୱ ତାପମାତ୍ରାର ପୂର୍ବାନୁମାନ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ରୟାସ ସ୍ୱିଡିସ ଏକାଡେମୀ ପକ୍ଷରୁ ଏନେଇ ନାଁ ଘୋଷଣା ହୋଇଛି।