ବାରଣ ହେଲା ତାଗିଦ ହେଲା କିନ୍ତୁ ମାନିଲେନି ଅମାନିଆ: କଟକ ଆକାଶରେ ଉଡିଲା ଶହ ଶହ ଗୁଡ଼ି, ଜବତ କଲା ପୋଲିସ

କଟକ(କେନ୍ୟୁଜ୍):  ଅନେକ ବାରଣ, ତାଗିଦା ଏବଂ ବ୍ୟାନ ସର୍ତ୍ତେ କଟକ ଆକାଶରେ ଚକ୍କର ମାରିଲା ପ୍ଲାଷ୍ଟିକ ସୁତା ସହ ଶହ ଶହ ଗୁଡି । ମକର ସଂକ୍ରାନ୍ତିରେ ଅମାନିଆଙ୍କର ବେଶ ଉତ୍ପାତ ଦେଖିବାକୁ ମିଳିଲା । ଅନେକ ସ୍ଥାନରେ ପଥଚାରୀ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।kite

ଏପରିକି କିଛି ସ୍ଥାନରେ ଲୋକେ ଜୀବନନାଶକ, ପ୍ରାଣଘାତୀ ପ୍ଲାଷ୍ଟିକ ସୂତାକୁ ଏକାଠି କରି ପୋଡିଥିବା ଦେଖିବାକୁ ମିଳିଲା । ବିଭିନ୍ନ ଗଳିକନ୍ଦିରେ ପେଟ୍ରୋଲିଂ ବେଳେ ୭୦ଟି ପ୍ଲାଷ୍ଟିକ ସୂତା ଗୁଡେଇ ହୋଇଥିବା ନଟେଇ ଓ ଶତାଧିକ ଗୁଡିକୁ ଜବତ କରିଛି ବାଦାମବାଡ଼ି ଥାନା ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.