ଜୟପୁର: ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ

chattuଜୟପୁର: ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ। ଜୟପୁର କୁନ୍ଦାରୀଗୁଡ଼ା ଅଞ୍ଚଳର ୧୨ଜଣଙ୍କୁ ଜୟପୁର ଉପଖଣ୍ଡ ଡାକ୍ତରଖାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଛତୁ ତରକାରୀ ଖାଇବା ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ବିଷାକ୍ତ ଛତୁଖାଉଥିବାରୁ ବାରମ୍ବାର ଏଭଳି ଘଟଣା ଦେଖୁବାକୁ ମିଳୁଛି। ଏହାର ସଚେତନତା ପାଇଁ ସେହି ଅଞ୍ଚଳକୁ ଗୋଟେ ମେଡିକାଲ ଟିମ୍ ପଠାଯିବ ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.