ଡେଲାଙ୍ଗ ହରିପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, ୪ ଜଣଙ୍କ ଡକାୟତଙ୍କୁ ଗିରଫ କଲା ପୋଲିସ

ପିପିଲି(କେନ୍ୟୁଜ୍):   ବଡ଼ ଧରଣର ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ । ୪ ଜଣଙ୍କ ଡକାୟତଙ୍କୁ ଧରିଲା ପୋଲିସ । ଅନ୍ୟ ୪ ଜଣ ଡକାୟତ ବୋମା ମାଡ କରି ଫେରାର ହୋଇ ଯାଇଛନ୍ତି ।

ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିଥିଲା । ଏହି ଡକାୟତଙ୍କ ନିକଟରୁ ପାଞ୍ଚଟି ଅଫୁଟା ବୋମା, ଚାରିଟି ମୋଟର ସାଇକେଲ ଓ ମାରଣାସ୍ତ୍ର ଜବତ ହୋଇଛି ।

 

Leave A Reply

Your email address will not be published.