କନ୍ଧମାଳ ଖମନଖୋଲ ସିଆରପିଏଫ କ୍ୟାମ୍ପ ବୁଲିବା ପରେ ମାଓ ଗତିବିଧିର ସମୀକ୍ଷା କଲେ ପୋଲିସ ଡିଜି ଅଭୟ

କନ୍ଧମାଳ(କେନ୍ୟୁଜ୍):  କନ୍ଧମାଳ ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ । ତାଙ୍କ ସହ ସିଆରପିଏଫ ସ୍ୱତନ୍ତ୍ର ଡିଜି ମଧ୍ୟ ଉପସ୍ଥିତ ଅଛନ୍ତି । କନ୍ଧମାଳ ଖମନଖୋଲ ସିଆରପିଏଫ କ୍ୟାମ୍ପ ବୁଲିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ଆଇଜି ସିଆରିପିଏଫ ମଧ୍ୟ ଯୋଗ ଦେଇଛନ୍ତି । ସୈନିକ ସମ୍ମିଳନୀରେ ଯୋଗ ଦେଇ ମାଓ ଗତିବିଧି ଉପରେ ଆଲୋଚନା ହୋଇଛି ।

ମାଓ ମୁକାବିଲା ନେଇ ସିଆରପିଏଫ ଓ ଓଡ଼ିଶା ପୋଲିସ ମିଳିତ ଭାବେ ଅପରେସନ ଜାରି ରହିଛି ବୋଲି ଡିଜି ଟୁଇଟ କରିଛନ୍ତି

Leave A Reply

Your email address will not be published.