ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର (କେନ୍ୟୁଜ): ଆଜି ବଲାଙ୍ଗୀର ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ । ମାଓ ସମସ୍ୟା ନେଇ ଆଲୋଚନା କରିବେ ପୋଲିସ ମହାନିର୍ଦ୍ଦେଶକ ଅଭୟ। ବଲାଙ୍ଗୀର ମନହାରପୁର ପୋଲିସ ପଡିଆରେ ପହଁଞ୍ଚି ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି।

ଗତ ୧ ତାରିଖରେ କ୍ୟାଡ଼ର ମାଓ ସୁରୁଜନ ଆତ୍ମସମର୍ପଣ କରିଥିବା ବେଳେ ଗତକାଲି ଖପ୍ରାଖୋଲ ଅଞ୍ଚଳରେ କିଛି ମାଓ ପୋଷ୍ଟର ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.