ସୀମାରେ ପୋଲିସକୁ ବଡ ସଫଳତା : ଏନକାଉଣ୍ଟରରେ ଟଳି ପଡିଲେ ୧୫ ମାଓବାଦୀ

ମାଲକାନଗିରି : ସୀମାରେ ପୋଲିସକୁ ବଡ ସଫଳତା। ପୋଲିସ ଏନକାଉଣ୍ଟରରେ ଟଳି ପଡିଲେ ୧୫ ମାଓବାଦୀ। ଛତିଶଗଡ଼ ସୁକମା ନିକଟ ତୁଲକାତୁଙ୍ଗା ଗାଁ ନିକଟ ଜଙ୍ଗଲରେ ଏନକାଉଣ୍ଟର। ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି । ସେମାନଙ୍କ ନିକଟରୁ ୧୬ଟି ଦେଶୀ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଏସ୍ପି ଅଭିଷେକ ମୀନା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.