ସଂକ୍ରମଣ ଚିହ୍ନଟ ପରେ ସଚେତନ ହେଲେ ଅଧିକାରିଣୀ, ନିୟମିତ ଥାନା ପରିସରକୁ ନିଜେ କରୁଛନ୍ତି ସଫା

ବ୍ରହ୍ମପୁର(କେନ୍ଯୁଜ୍): ବର୍ତ୍ତମାନ ଚାରିଆଡେ କରୋନାର କାୟା ବିସ୍ତାର ହେବାରେ ଲାଗିଛି। ଏନେଇ ସରକାରୀ କାର୍ଯ୍ଯାଳୟ ହେଉ କିମ୍ବା ଘରୋଇ କାର୍ଯ୍ଯାଳୟ ଚାରିଆଡେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ପ୍ରତିଷେଧକ ବ୍ଯବସ୍ଥା ସ୍ବରୂପ ବ୍ରହ୍ମପୁର ସଦର ଥାନା ପରିସରକୁ ନିଜ କର୍ମଚାରୀଙ୍କୁ ଧରି ଅଧିକାରୀ ସନ୍ତୋଷିନୀ ଓରାମ ନିୟମିତ ନିଜେ ସଫା କରୁଛନ୍ତି। ସୂଚନା ମୁତାବକ ପୂର୍ବରୁ ଥାନାର ଜଣେ ଏସଆଇ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ପରିସରକୁ ବିଶୋଧନୀକରଣ କରିବା ପରେ ଏବେ ନିୟମିତ ସଫା କରାଯାଉଛି।

Leave A Reply

Your email address will not be published.