୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ କଣ୍ଟିଲୋ ଆଉଟ ପୋଷ୍ଟର ସବଇନିସ୍ପେକ୍ଟର

କେନ୍ୟୁଜ୍(ବ୍ୟୁରୋ):  ୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ସବଇନିସ୍ପେକ୍ଟର। ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା କଣ୍ଟିଲୋ ଆଉଟ ପୋଷ୍ଟ ସବଇନିସ୍ପେକ୍ଟର ପ୍ରଫୁଲ୍ଲ ଦେଓ। ଏକ ମାମଲାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡି ଦେବା ପାଇଁ ନେଉଥିଲେ ଏହି ଲାଞ୍ଚ। ଲାଞ୍ଚ ୧୦ ହଜାର ଟଙ୍କା ସବଇନିସ୍ପେକ୍ଟର ପ୍ରଫୁଲ୍ଲ ଦେଓଙ୍କ ଠାରୁ ଜବତ କରିଛି ଭିଜିଲାନ୍ସ। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନରେ ଏ ନେଇ ମାମଲା ରୁଜ୍ଜୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.