ଲକଡାଉନରେ ନୂଆ ବ୍ୟବସ୍ଥା, ଘରକୁ ଯାଇ ଏତଲା ଆଣିବ ପୋଲିସ

ଭୁବନେଶ୍ୱର(କେ ନ୍ୟୁଜ): ଏଣିକି ଘରକୁ ଯାଇ ଏତଲା ଆଣିବ ପୋଲିସ । ଲକଡାଉନ ସମୟରେ ଘରକୁ ଯାଇ ଏତଲା ଆଣିବ ପୋଲିସ । ଲକଡାଉନ ସମୟରେ କମିଶନରେଟ ପୋଲିସ ପକ୍ଷରୁ ଏମିତି ଏକ ବିଶେଷ ବ୍ୟବସ୍ଥା କାରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି

ଉମାଶଙ୍କର ଦାସ । ଶ୍ରୀ ଦାସଙ୍କ ଅନୁଯାୟୀ 100 ନମ୍ବରକୁ କଲ କରି ସମ୍ପୃକ୍ତ ଆଇଆଇଆସିଙ୍କୁ ଏବାବଦରେ ଜଣାଇ ପାରିବେ । ଚୋରି, ଡକାୟତି କିମ୍ବା ଅନ୍ୟକିଛି ଅଘଟଣ ଘଟିଥିଲେ ଫୋନକୁ କଲ କରି ଜଣାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.