ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଲା ଅଭିଯୁକ୍ତ ଶିବ ସାହୁର ଡାକ୍ତରୀ ମାଇନା: କହିଲା ‘ହଠାତ୍‌ ନିଷ୍ପତ୍ତି ନେଲି, କଟୁରୀରେ ହାଣିଦେଲି’

ମାହାଙ୍ଗା (କେନ୍ୟୁଜ): କଟକ ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା ଘଟଣା । ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହେଲା ଅଭିଯୁକ୍ତର ଡାକ୍ତରୀ ମାଇନା । ପାରିବାରିକ କଳହକୁ ନେଇ ହତ୍ୟା କରିଛି। ହତ୍ୟା କରିବାକୁ ହଠାତ୍‌ ନିଷ୍ପତ୍ତି ନେଇଥିଲି ବୋଲି ଗଣମାଧ୍ୟମ ଆଗରେ ଅଭିଯୁକ୍ତ ଶିବ ସାହୁ ଏହି ପ୍ରତିକ୍ରିୟା ରଖିଛି। କଟୁରୀରେ ଜଣଙ୍କ ପରେ ଜଣଙ୍କୁ ହତ୍ୟା କରିଥିଲି।

ଅଭିଯୁକ୍ତ ଶିବକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରାଯିବ । ରିମାଣ୍ଡରେ ଆଣି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରାଯିବ । ଅଭିଯୁକ୍ତ ଶିବ ସାହୁର ସ୍ତ୍ରୀକୁ ପଚରାଉଚରା କରୁଛି ଏକ ଟିମ୍‌ । ସୂଚନା ଦେଲେ ସାଲେପୁର ଏସଡିପିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.