ବହୁ ଚର୍ଚ୍ଚିତ ଦିପୁ-ଓମ ହତ୍ୟାକାଣ୍ଡ ଘଟଣା: ଡି-ବଦର୍ସଙ୍କ ଘନିଷ୍ଠ ସହଯୋଗୀ ପ୍ରଦୀପ ସାହୁ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଡି-ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ। ବହୁ ଚର୍ଚ୍ଚିତ ଦିପୁ-ଓମ ହତ୍ୟାକାଣ୍ଡ ଘଟଣାରେ ଡି-ବଦର୍ସଙ୍କ ଘନିଷ୍ଠ ସହଯୋଗୀ ପ୍ରଦୀପ ସାହୁ ଗିରଫ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରଦୀପକୁ ରାୟଗଡ଼ାରୁ ଗିରଫ କରିଛି ପୋଲିସ। ପ୍ରଦୀପ ପାଖରୁ ଗୋଟିଏ ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଛି।

ସୂଚନା ଯୋଗ୍ୟ , ୨୦୧୩ ମସିହା ନଭେମ୍ବର ୧୨ ତାରିଖରେ ଦିପୁ ଓ ଓମ୍‌ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ୨୦୧୬ରେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରଠାରୁ ଫେରାର ଥିଲା ପ୍ରଦୀପ । ଏହି ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତ ପୋଲିସ ସ୍କାନରରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.