ଭୁବନେଶ୍ୱର(କେନ୍ୟୁଜ୍): ପ୍ରଜ୍ଞା ପାରମିତା ଆତ୍ମହତ୍ୟା ଘଟଣାରେ ଆସିଲା ବ୍ୟବଛେଦ ରିପୋରଟ। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନନାହିଁ। ବିଷକ୍ରିୟା ହୋଇଛି କି ନାହିଁ ଭିସେରା ରିପୋର୍ଟରୁ ଜଣାପଡିବ।
ସେପଟେ ସନ୍ଦେହ ଘେରରେ ପ୍ରଜ୍ଞାଙ୍କ ସ୍ୱାମୀ ଓ ପଡୋଶୀ। ରାତିରେ ପଡୋଶୀ ଘରେ ଭୋଜି ପରେ ସକାଳ ୬ଟା ୩୭ ମିନିଟ୍ରେ ନିଜ ଘରକୁ ଯାଉଥିବା CCTVରେ ଦେଖିବାକୁ ମିଳିଛି । ପୁଣିଥରେ ୭ଟା ୧୫ ମିନିଟ୍ ଏବଂ ୭ଟା ୪୨ରେ ଯାଆସ କରୁଥିବା ସିସିଟିଭିରେ କଏଦ ହୋଇଛି । ଶେଷଥର ପାଇଁ ତାଙ୍କ ସ୍ୱାମୀ ୮ଟା ୪୭ରେ ଘରକୁ ଯାଉଥିବା ଦେଖିବାକୁ ମିଳୁଛି ।
ତେବେ ଘଣ୍ଟାଏ ୫ ମିନିଟ୍ ମଧ୍ୟରେ ଆତ୍ମହତ୍ୟା ଘଟିଥିବା ଅନୁମାନ କରାଯାଉଛି । ଗତ ୨୫ ତାରିଖରେ ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନ ଅଞ୍ଚଳର ଏକ ବନ୍ଦ ଘରୁ ପ୍ରଜ୍ଞାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସ୍ୱାମୀଙ୍କ ପରକୀୟା ପ୍ରୀତି ଯୋଗୁ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…