ଦୀପାବଳିରେ ଅଘଟଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୀପାବଳି ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ଅଘଟଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ କରାଯାଇଛି । ଅନ୍ୟପଟେ ENT, orthopedic, plastic surgery, eye, surgery department ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକୁ ଆଗୁଆ ଆଲର୍ଟ ରଖାଯାଇଛି। ସେହିଭଳି ଡ୍ରେସିଂ ରୁମ ଠାରୁ ଆରମ୍ଭ କରି କାଜୁଆଲଟିରେ ଅଧିକ ହସ୍ପିଟାଲ କର୍ମଚାରୀ, ନର୍ସଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଡେପୁଟି ସୁପରିଟେଣ୍ଟେଣ୍ଟ।