ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସମ୍ବୋଧନ

ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସମ୍ବୋଧନ । ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସମ୍ବୋଧନ । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କଲେ । ଲଷ୍ମଣ ନାଏକ,ବିର୍ଷା ମୁଣ୍ଡାଙ୍କୁ ମନେ ପକାଇଲେ ରାଷ୍ଟ୍ରପତି । ଭାରତ ଖୁବ ଶିଘ୍ର ତୃତୀୟ ବୃହତ ଅର୍ଥନୀତି ହେବ । ଅର୍ଥ ବ୍ୟବସ୍ଥାରେ ଭାରତ ୫ମ ସ୍ଥାନରେ ପହଞ୍ଚିଛି । ଦୁର୍ବଳ ଜନଜାତିଙ୍କ ଉନ୍ନତି ପାଇଁ ଗୁରୁତ୍ୱ ଦିଆଯାଉଛି।

ସାମାଜିକ ନ୍ୟାୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ନାରୀ ଶଶକ୍ତିକରଣରେ ଭାରତ ଆଗେଇ ଚାଲିଛି । ମହିଳାମାନଙ୍କୁ ନ୍ୟାୟ ପ୍ରଦାନରେ ଅଗ୍ରାଧିକାର ଦିଆଯାଇଛି । ମହାତ୍ମା ଗାନ୍ଧି ଦେଶବାସୀଙ୍କୁ ଏକତ୍ର କରିଥିଲେ ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।