ବ୍ରହ୍ମପୁର: ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ । ଗଞ୍ଜାମ ଖଲ୍ଲିକୋଟ ମାଟିଆସାହି ଛକରେ ଦୁର୍ବୃତ୍ତଙ୍କ ଆକ୍ରମଣ । ମାଟିଆସାହି ଛକରେ ଯୁବକଙ୍କ ତଣ୍ଟି କାଟିଦେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଯୁବକ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର । ୩ରୁ ୪ ଜଣ କରିଥିଲେ ସଂଘବଦ୍ଧ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିବା ଅନୁମାନ । ଗୁରୁତର ଯୁବକ ଖଲ୍ଲିକୋଟ ଫାସୁଳା ଗାଁର ହୋଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଚାଲିଛି ।
ଆହୁରି ପଢ଼ନ୍ତୁ : ପୂର୍ବତନ କାଉନସିଲରଙ୍କୁ ଆକ୍ରମଣ, ପୂର୍ବ ଶତ୍ରୁତାରୁ ସନ୍ଦେହ