ଆଜୀବନ ସଜା ଭୋଗୁଥିବା କଏଦୀର ମୃତ୍ୟୁ
ଆଜୀବନ ସଜା ଭୋଗୁଥିବା କଏଦୀ ର ମୃତ୍ୟୁ । ମୃତକ ହେଲେ ସୁନାଧର ବାଗ । ଏକ ହତ୍ୟା ମାମଲା ରେ ଆଜୀବନ ସଜା ଭୋଗୁଥିଲେ । ଆଜି ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନା ରେ ମୃତ୍ୟୁ ହୋଇଥିବା ଜଣାଯାଇଛି ।
ଵଲାଙ୍ଗିର(କେନୁଜ୍) : ଆଜୀବନ ସଜା ଭୋଗୁଥିବା କଏଦୀ ର ମୃତ୍ୟୁ । ମୃତକ ହେଲେ ସୁନାଧର ବାଗ । ଏକ ହତ୍ୟା ମାମଲା ରେ ଆଜୀବନ ସଜା ଭୋଗୁଥିଲେ । ଆଜି ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନା ରେ ମୃତ୍ୟୁ ହୋଇଥିବା ଜଣାଯାଇଛି ।